Brand Waali Quality, Bazaar Waali Deal!
Impact@Snapdeal
Help Center
Sell On Snapdeal
Download App
Cart
Sign In
Compare Products
Clear All
Let's Compare!

ଶ୍ରୀଝର (Shrijhara) By Jharana Shathpathy


MRP  
Rs. 299
  (Inclusive of all taxes)
Rs. 272 9% OFF
(2) Offers | Applicable on cart
Get 10% instant Discount Using BOB Credit Cards
Apply for a Snapdeal BOB Credit Card & get 5% Unlimited Cashback T&C
Delivery
check

Generally delivered in 1 - 4 days

  • ISBN13:9789394603028
  • ISBN10:9789394603028
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:Jharana Shathpathy
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:9789394603028
  • ISBN10:9789394603028
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:Jharana Shathpathy
  • Binding:Paperback
  • Edition:1
  • 170
  • ଶ୍ରୀଝର (Shrijhara)
  • Type:Fiction in Verse
  • BIS/ISI License number:NA
  • BIS/ISI required:NA
  • SUPC: SDL927244208

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity Literature & Fiction
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

"About the Book :\n\n\n\n""ଶ୍ରୀଝର"" ଗଳ୍ପ ସଂକଳନ ବହିଟି ଡକ୍ଟର ଝରଣା ଶତପଥୀଙ୍କ ଦ୍ୱାରା ରଚନା କରାଯାଇଥିବା ୩୯ଟି ଗଳ୍ପର ଏକ ସମାହାର । ଲେଖିକା ବିଭିନ୍ନ ଦୃଷ୍ଟିକୋଣରୁ ବିଷୟବସ୍ତୁକୁ ସାଉଁଟି ବୋଧଗମ୍ୟ ହେଲା ଭଳି ନିଜସ୍ୱ ଚିନ୍ତାଧାରାର ଉପସ୍ଥାପନ କରିଛନ୍ତି ।\n\n\n\nଏହି ସଂକଳନରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନସିକ, ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ମଧୁର ପ୍ରେମ କାହାଣୀ, ବିଭିନ୍ନ ଅନୁଭୂତି ଓ ଉପଦେଶ ମୂଳକ ଗଳ୍ପ ସହ ଭ୍ରମଣ ଐତିହାସିକ ଓ ସଚେତନତା ସୃଷ୍ଟି କଲାଭଳି ବିଭିନ୍ନ ଗଳ୍ପ ସଂପର୍କରେ ଯେଉଁ ଗଭୀର ଅନୁଶୀଳନର ବାର୍ତ୍ତା ପ୍ରଦାନ କରିଛନ୍ତି, ଏହା ଜନମାନସକୁ ଅବଶ୍ୟ ଆଦୃତ କରିବ - ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।\n\n\n\n\n\nAbout the Author :\n\n\n\nଡକ୍ଟର ଝରଣା ଶତପଥୀ ଏକାଧାରରେ ଜଣେ କବୟିତ୍ରୀ ଏବଂ ଗଳ୍ପ ରଚୟିତ୍ରୀ ମଧ୍ୟ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ (ଜଗନ୍ନାଥ ସଂସ୍କୃତି ଦ୍ୱାରା ଜଡ଼ିତ ଥିବା ପୁରୀର ବିଭିନ୍ନ ମଠର ସାମାଜିକ ଓ ସାଂସ୍କୃତିକ ପରମ୍ପରା) ଉପରେ ପିଏଚ୍.ଡ଼ି ଡିଗ୍ରୀ ପ୍ରାପ୍ତ କରି ଏକ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ କିଛି ବର୍ଷ କାର୍ଯ୍ୟରତ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା; ପ୍ରଚାର ଓ ପ୍ରସାର ନିମିତ୍ତ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ରହିଛି । ଛୋଟବେଳୁ ଲେଖାଲେଖି ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ।\n\n\n\nବାପା ସ୍ୱର୍ଗତଃ ବାଞ୍ଛାନିଧି ଶତପଥୀ; ଯିଏ ଜଣେ ସୁନାମଧନ୍ୟ ଲେଖକ, ତାଙ୍କର ଆଶୀର୍ବାଦ ଏବଂ ବଡ଼ ଭାଇ ବିଶିଷ୍ଟ କବି ପ୍ରଶାନ୍ତ ଶତପଥୀଙ୍କ ପ୍ରେରଣା ପାଇ ଗାଳ୍ପିକା ବହୁତ ଗଳ୍ପ ଓ କବିତା ଲେଖିବାରେ ସମର୍ଥ ହୋଇପାରିଛନ୍ତି । ଷ୍ଟୋରିମିରର୍ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେ ମଧ୍ୟ ବହୁ ପୁରସ୍କୃତ ହୋଇଛନ୍ତି ।\n\n\n\nଷ୍ଟୋରିମିରର୍ ଦ୍ୱାରା ୨୦୧୯ ନଭେମ୍ବର ମାସର ପ୍ରଥମ ସପ୍ତାହରେ ତାଙ୍କ ସ୍ୱରଚିତ ଗଳ୍ପ 'ମୁଠାଏ ମାଟିର ମୋହ' ପାଇଁ 'Author of The Week' ବିବେଚିତ ହୋଇଛନ୍ତି । ଷ୍ଟୋରିମିରର୍ ତରଫରୁ 'ସାରସ୍ୱତ ଗଳ୍ପ ସମ୍ମାନ -୨୦୨୦' ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି ।\n\n\n\n"

Terms & Conditions

The images represent actual product though color of the image and product may slightly differ.

Quick links

Seller Details

View Store


Expand your business to millions of customers
ଶ୍ରୀଝର (Shrijhara) By Jharana Shathpathy

ଶ୍ରୀଝର (Shrijhara) By Jharana Shathpathy

Rs. 272

Rs. 299
Buy now