Brand Waali Quality, Bazaar Waali Deal!
Impact@Snapdeal
Help Center
Sell On Snapdeal
Download App
Cart
Sign In
Compare Products
Clear All
Let's Compare!

Pratyasha: A Story Collection 2022 By ଷ୍ଟୋରିମିରର୍ ଅଥର୍ସ (StoryMirror Authors)


MRP  
Rs. 225
  (Inclusive of all taxes)
Rs. 218 3% OFF
(2) Offers | Applicable on cart
Get 10% instant Discount Using BOB Credit Cards
Apply for a Snapdeal BOB Credit Card & get 5% Unlimited Cashback T&C
Pack
Pack of 1
9 Left
Delivery
check

Generally delivered in 1 - 4 days

  • ISBN13:9788196096533
  • ISBN10:9788196096533
  • Age:13+
  • Publisher:StoryMirror Infotech Pvt. Ltd.
  • Language:Odia
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:9788196096533
  • ISBN10:9788196096533
  • Age:13+
  • Publisher:StoryMirror Infotech Pvt. Ltd.
  • Language:Odia
  • Author:ଷ୍ଟୋରିମିରର୍ ଅଥର୍ସ (StoryMirror Authors)
  • Binding:Paperback
  • Edition:1
  • 170
  • Pratyasha: A Story Collection 2022
  • Type:Fiction in Verse
  • BIS/ISI License number:NA
  • BIS/ISI required:NA
  • SUPC: SDL767114152

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity Literature & Fiction
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

About the Book:



ଗଳ୍ପ ଜୀବନ୍ତ ହୋଇଥାଏ ଜୀବନ ସ୍ମୃତି ସହ । ଗଳ୍ପରେ ସମାଜ ଓ ଜନମାନସର ଅବସ୍ଥା, ବ୍ୟବସ୍ଥା ଅଙ୍କିତ, ଚିତ୍ରିତ ଓ ବର୍ଣ୍ଣିତ। ଗଳ୍ପ ରୂପକ ମୁଦ୍ରାର ଦୁଇ ପାର୍ଶ୍ୱରେ ଉତ୍କର୍ଷ ଓ ନିଷ୍କର୍ଷ ପ୍ରତିଫଳିତ । ବିସ୍ତୃତ, ବର୍ଣ୍ଣନା, ଦୀର୍ଘତା ମାଧ୍ୟମରେ ଆମ ଚାରିପାଖର ମଣିଷଙ୍କ ଅଭୀପ୍ସା ପ୍ରସ୍ଫୁଟିତ ହୋଇଥାଏ ଗଳ୍ପରେ। ଏଥିପାଇଁ ଏହାର ଜନପ୍ରିୟତା ସର୍ବାଦୃତ। ଗଳ୍ପରେ ଶବ୍ଦ ସବୁ ମୁକ୍ତ, ସାର୍ଥକ ଓ ସଫଳ ସହ ଉତ୍ତାରିଥାଏ ସ୍ରଷ୍ଟାଟିଏ । ସହୃଦୟ ପାଠକକୁ ଅଭିଭୂତ କରିବାରେ ଅଭିଜ୍ଞ ଓ ପାରଙ୍ଗମ ମାଧ୍ୟମ ଗଳ୍ପ ଲିଖନ । ଏହାର ରହସ୍ୟ, ରୋମାଞ୍ଚ, ରସସିକ୍ତ ଅଭିବ୍ୟଞ୍ଜନା ମୋହକାରକ ମନ୍ତ୍ର ପାଲଟିଯାଏ ପାଠକଟିଏ ପାଇଁ। ଗଳ୍ପର ତା'ର ରୂପ, ବର୍ଣ୍ଣବିଭାକୁ ଆମ ସୁଧୀ ପାଠକମାନଙ୍କ ପାଖରେ ପହଞ୍ଚାଇବାର ଏକ ସାମାନ୍ୟ ପ୍ରୟାସ ମାତ୍ର "ପ୍ରତ୍ୟାଶା।”



ଏହି ସଂକଳନରେ ସମୁଦାୟ ବାଇଶି ଜଣ ସ୍ରଷ୍ଟାଙ୍କ ମନୋନୀତ ଗଳ୍ପ ସ୍ଥାନ ପାଇଛି । ସମସ୍ତ ଗଳ୍ପର ଏକ ସ୍ୱତନ୍ତ୍ର ମାନ ଅଛି, ବ୍ୟାପ୍ତି ଅଛି । କିଛି ନବୀନ ଓ ପ୍ରବୀଣ ସ୍ରଷ୍ଟାଙ୍କ ଭାବ ଚେତନାର ସଞ୍ଚରଣ ଅନୁଭବ କରିବେ ଆପଣମାନେ ଏହି ସଂକଳନରେ । ଆମ୍ଭ ଆଶା ଷ୍ଟୋରିମିରର୍ ର ଏ ଅଦ୍ୟ ପ୍ରୟାସ ଶ୍ରଦ୍ଧାର ସହ ସମସ୍ତଙ୍କ ସ୍ୱୀକୃତି ହାସଲ କରିବ । ଏ ଅନବଦ୍ୟ ସୃଷ୍ଟି 'ପ୍ରତ୍ୟାଶା’କୁ ଆପଣ ସମସ୍ତଙ୍କ କରକମଳରେ ଅର୍ପିତ କଲୁ ।

Terms & Conditions

The images represent actual product though color of the image and product may slightly differ.

Quick links

Seller Details

View Store


Expand your business to millions of customers
Pratyasha: A Story Collection 2022 By ଷ୍ଟୋରିମିରର୍ ଅଥର୍ସ (StoryMirror Authors)

Pratyasha: A Story Collection 2022 By ଷ୍ଟୋରିମିରର୍ ଅଥର୍ସ (StoryMirror Authors)

Rs. 218

Rs. 225
Buy now