Brand Waali Quality, Bazaar Waali Deal!
Impact@Snapdeal
Help Center
Sell On Snapdeal
Download App
Cart
Sign In
Compare Products
Clear All
Let's Compare!

Uin Asuthiba Jahna


MRP  
Rs. 200
  (Inclusive of all taxes)
Rs. 173 14% OFF
(2) Offers | Applicable on cart
Get 10% instant Discount Using BOB Credit Cards
Apply for a Snapdeal BOB Credit Card & get 5% Unlimited Cashback T&C
Only 2 Items Left
Delivery
check

Generally delivered in 1 - 4 days

  • ISBN13:9789391116989
  • ISBN10:9789391116989
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:Bismita Rani Sahoo
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:9789391116989
  • ISBN10:9789391116989
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:Bismita Rani Sahoo
  • Binding:Paperback
  • SUPC: SDL528215686

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity General Fiction
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

About the Book:

ଦ୍ୱିତୀୟ ଗଳ୍ପ ସଂକଳନ ରୂପେ ‘ଉଇଁ ଆସୁଥିବା ଜହ୍ନ’କୁ ଗୁଣୀ ଜ୍ଞାନୀ ପାଠକମାନେ ନିଜର ସ୍ନେହର ମୋହର ମାରି ଆଦରି ନେବେ ବୋଲି ଅନେକ ବିଶ୍ୱାସ । ଷ୍ଟୋରୀମିରର୍ ତରଫରୁ ହୋଇଥିବା ’୫୨ ସପ୍ତାହ ଲିଖନ ପ୍ରତିଯୋଗିତା’ର ବିଜୟିନୀ ହିସାବରେ ଗାଳ୍ପିକାଙ୍କର ଏହି ଗଳ୍ପ ସଂକଳନଟି ଆତ୍ମପ୍ରକାଶ କରିଛି । ଗାଳ୍ପିକାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଲିପ୍ ଷ୍ଟିକ’ ୨୦୧୯ ମସିହାରେ ଟାଇମ ପାସ୍ ପ୍ରକାଶନ ତରଫରୁ ପ୍ରକାଶିତ ହୋଇଥିଲା ଏବଂ ଅନେକ ପ୍ରଶଂସା ସାଉଁଟି ଥିଲା । ଏବେ ତାଙ୍କ ଏହି ଗଳ୍ପ ପୁସ୍ତକ ମଧ୍ୟ ପାଠକୀୟ ଶ୍ରଦ୍ଧାଭାଜନ ହୋଇପାରିବ ।

About the Author:

ପିତା ଶ୍ରୀଯୁକ୍ତ ମଦନ ମୋହନ ସାହୁ, ମାତା ସ୍ୱର୍ଗତା ରେଣୁପ୍ରଭା ସାହୁଙ୍କର କନିଷ୍ଠା କନ୍ୟା ଗାଳ୍ପିକା ବିସ୍ମିତା ରାଣୀ ସାହୁଙ୍କର ଜନ୍ମ ନୟାଗଡ଼ ଜିଲ୍ଲାର ଦଶପଲ୍ଲାଠାରେ ହୋଇଥିଲେ ମଧ୍ୟ ବିବାହ ଓ କର୍ମକ୍ଷେତ୍ର ହେଉଛି ଅନୁଗୋଳ ସହରରେ । ସାଧାରଣ ଜୀବନରେ ଘଟୁଥିବା କାହାଣୀକୁ ସରଳ ଏବଂ ସାବଲୀଳ ଭାଷାରେ କାହାଣୀର ରୂପ ଦେଇପାରୁଥିବାରୁ ଅତି କମ୍ ସମୟରେ ପାଠକଙ୍କର ପ୍ରିୟ ପାଲଟିଛନ୍ତି ସେ । ନିଜ ଗଳ୍ପରେ ସେ ନିଜକୁ ବାରମ୍ବାର ଭେଟନ୍ତି । ଚରିତ୍ରମାନେ ଏକ ମାଧ୍ୟମ ମାତ୍ର । ବୃତ୍ତିରେ ବିଜ୍ଞାନ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ସାହିତ୍ୟରେ ଅନେକ ରୁଚି । ସେ ଯେ କେବଳ କ୍ଷୁଦ୍ରଗଳ୍ପ ଲେଖନ୍ତି ତାହା ନୁହେଁ, ଶିଶୁ ଗଳ୍ପ ଏବଂ ବିଶେଷକରି ବିଜ୍ଞାନ ଭିତ୍ତିକ ଗଳ୍ପ ଲେଖିବାକୁ ମଧ୍ୟ ଖୁବ୍ ଭଲ ପାଅନ୍ତି ।

Terms & Conditions

The images represent actual product though color of the image and product may slightly differ.

Seller Details

View Store


Expand your business to millions of customers